fbpx

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ନୂଆ ବିମାନ

ଝାରସୁଗୁଡ଼ା, ୨୭ା୧(ଓଡ଼ିଶା ଭାସ୍କର): ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ନୂଆ ଏଲାଏନ୍ସ ଏୟାର ବିମାନ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଏନ୍ସ ଏୟାର ବିମାନ ଉଡ଼ିବ । କୋଲକାତାରୁ ଦିନ ୧୧.୪୫ରୁ ଛାଡ଼ି ଝାରସୁଗୁଡ଼ାରେ ୧.୧୫ରେ ପହଞ୍ଚିବ । ଝାରସୁଗୁଡ଼ାରୁ ୧.୪୫ରେ ଛାଡ଼ି ଦିନ ୩.୧୫ରେ କୋଲକାତାରେ ପହଞ୍ଚିବ । ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.