fbpx

ବଲାଙ୍ଗିର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ, ଜାଣନ୍ତୁ କିଏ

ବଲାଙ୍ଗିର,୧୯ ।୬(ଓଡିଶା ଭାସ୍କର): ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ କୁମାର । ରାଜ୍ୟପାଳ ଗଣେଶୀ ଲାଲ ହିଁ ଦୀପକଙ୍କୁ କୁଳପତି ଭାବେ ନିଯୁକ୍ତ କରାଇଛନ୍ତି । ତେବେ ବର୍ତ୍ତମାନ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି ଦୀପକ । ସେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.