fbpx
BSKY
BJD MC SKY
BJD YOUTH SKY

ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପିଏମ୍

ନୂଆଦିଲ୍ଲୀ, ୧୦ା୧୨: ନୂଆ ସଂସଦ ଭବନର ଭୂମି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଆଜି ଏହାକୁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭବନର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ତେବେ ସୂଚନା ଅନୁଯାୟୀ, ନବନିର୍ମିତ ସଂସଦ ଭବନର ସମସ୍ତ କାର୍ଯ୍ୟ ୨୦୨୨ ମସିହା ସୁଦ୍ଧା ସମାପ୍ତ ହେବ । ନୂଆ ସଂସଦ ଭବନରେ ଲୋକସଭା ସାଂସଦଙ୍କ ପାଇଁ ୮୮୮ଟି ସିଟ୍ ଓ ରାଜ୍ୟସଭା ସାଂସଦଙ୍କ ପାଇଁ ୩୮୪ଟି ସିଟ୍ ରହିବାର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.