fbpx

ବ୍ରିଟେନରେ ଛୋଟଛୁଆଙ୍କୁ ଗ୍ରାସିବାରେ ଲାଗିଛି ନୂଆ ମହାମାରୀ, ଏପରି ରହିଛି ଲକ୍ଷଣ

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ବ୍ରିଟେନରେ ଏକ ନୂଆ ମହାମାରୀ ଚିନ୍ତା ବଢାଇଛି । ଛୋଟପିଲାଙ୍କ ଶରୀରରେ ଦେଖାଦେଇଥିବା ଏହି ନୂଆ ଲକ୍ଷଣ କରୋନା ଭାଇରସ୍ ପରି ହୋଇଥିଲେ ବି ଏହା କୌଣସି ନୂଆ ମହାମାରୀ ବୋଲି ବୈଜ୍ଞାନିକାମନେ ଚେତାବନୀ ଦେଇଛନ୍ତି । ଏଥିରେ ଛୋଟିପଲାଙ୍କର ଓଠ ନୀଳ ହେବା ସହ ଶରୀର ହଳଦିଆ ପଡିବାରେ ଲାଗିଛି । ଭବିଷ୍ୟତରେ ଏହି ମହାମାରି କରୋନା ଠାରୁ ଆହୁରି ଭୟାନକ ହେବ ବୋଲି କୁହାଯାଉଛି । ଇଂଲଣ୍ଡର ବୈଜ୍ଞାନିକମାନେ କହିଛନ୍ତି ଯେ, ବିଗତ ୩ ସପ୍ତାହ ଧରି ଲଂଣ୍ଡନ ଓ ୟୁକେର ଛୋଟପିଲାଙ୍କଠାରେ କିଛି ସ୍ୱତନ୍ତ୍ର ଲକ୍ଷଣ ଦେଖିବାକୁ ମିଳୁଛି । ଏହା କରୋନା ନୁହେଁ, କିନ୍ତୁ କରୋନା ପରି ବିପଦପୂର୍ଣ୍ଣ ମହାମାରୀର ରୂପ ନେବ । ଏଥିରେ ଶରୀର ହଳିଦିଆ ପଡିବା ସହ ଓଠ ନୀଳ ହୋଇଯିବ । ଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେବ ।

Get real time updates directly on you device, subscribe now.