fbpx

ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧/୮(ଓଡିଶା ଭାସ୍କର): ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି ପାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ଅବଧି ବୃଦ୍ଧି କରାଯାଇଛି। ବନ୍ୟା ଓ କୋଭିଡ୍‌ ଦୃଷ୍ଟିରୁ  ଖାଦ୍ୟ ଯୋଗାଣ ଓ ପରିବାର କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହିପରି ପଦକ୍ଷେପ ଗ୍ରହଣ କରିଛନ୍ତି। ତୁରନ୍ତ ନାମ ପଞ୍ଜିକରଣ ପାଇଁ ମଧ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.