fbpx

ସେପ୍ଟେମ୍ବର ୩୦ ମଧ୍ୟରେ ହେବ ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ପ୍ରାୟ ସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ସେପ୍ଟେ୍ମ୍ବର ୩୦ ମଧ୍ୟରେ ୟୁଜି/ପିଜି ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଏହାସହ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ । ପରୀକ୍ଷା ପଦ୍ଧତି ନେଇ ସଂପୃକ୍ତ ୟୁନିଭର୍ସିଟି ଓ କଲେଜ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.