fbpx

ଆସନ୍ତା ବର୍ଷ ଆର୍ଥିକ ବଜେଟ୍ ପାଇଁ ମତାମତ ଲୋଡ଼ିଲା ଅର୍ଥ ବିଭାଗ

ଭୁବନେଶ୍ୱର,୧୭ା୧୨(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆର୍ଥିକ ବଜେଟ ନେଇ ମତାମତ ଲୋଡ଼ିଲା ଅର୍ଥ ବିଭାଗ । ଏନେଇ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ନିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସ୍ୱତନ୍ତ୍ର ୱେବ ପୋର୍ଟାଲ ଜରିଆରେ ମତାମତ ସଂଗ୍ରହ କରାଯାଇଛି । ଏହାସହ ମତାମତ ଦେବା ପାଇଁ ପରାମର୍ଶ ଆହ୍ୱାନ କରାଯାଉଛି । [email protected] ଏହି ୱେବସାଇଟରେ ଲୋକେ ମତ ଦେଇପାରିବେ । ଦ୍ୱାଟ୍ସ ଆପ୍ ନମ୍ବର- ୯୪୩୮୧୬୧୧୧୧ରେ ମତାମତ ଦେଇ ପାରିବେ । ଡିସେମ୍ବର ୧୮ରୁ ୧୫ ଜାନୁଆରି ଯାଏ ମତାମତ ଦେଇପାରିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.