fbpx

ସୁପ୍ରିମକୋର୍ଟରେ ନିର୍ଭୟା ମାମଲାରେ କ୍ୟୁରୋଟିଭ୍ ପିଟିସନ ଦାଖଲ

ନୂଆଦିଲ୍ଲୀ, ୯ା୧: ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଡ଼େଥ୍ ୱାରେଣ୍ଟ ବିରୋଧରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଦୋଷୀଙ୍କୁ ଗତ ୭ତାରିଖ ଦିନ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଦେଇଥିଲେ ମୃତ୍ୟୁର ପରୱାନା । ଫାଶୀରେ ଝୁଲିବେ ଦୋଷୀ ଅକ୍ଷୟ, ପୱନ, ମୁକେଶ ଓ ବିନୟ । ଜାନୁଆରୀ ୨୨ତାରିଖ ସକାଳ ୭ଟାରେ ଫାଶୀ ପାଇବେ ଦୋଷୀ ।

Get real time updates directly on you device, subscribe now.