CHARIDHAM

କରୋନା ଟିକା ନେବାପରେ ଦୁଇ ମାସ ପର୍ଯ୍ୟନ୍ତ ମଦ ପିଇବା ମନା

କରୋନା ମହାମାରୀ ମଧ୍ୟ ରେ ଋଷିଆ, ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଭାରତ ସମେତ ଅନେକ ଦେଶ ଟିକା ପାଇବ ବୋଲି କୁହାଯାଉଛି। ଋଷିଆରେ ସ୍ପୁଟନିକ୍ ଭି ଟୀକାକରଣ ଆରମ୍ଭ ହୋଇଛି। ଏହାରି ଭିତରେ ଋଷିଆ ସରକାରା ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଯାହାକୁ ନେଇ ଋଷିଆବାସୀ ନିରାଶ ହୋଇଯାଇଛନ୍ତି।
ଏହି ଆଡଭାଇଜରୀ ଅନୁସାରେ କରୋନା ଟିକା ନେବାର ଦୁଇ ମାସ ପର୍ଯ୍ୟନ୍ତ ମଦ ପିଇବା ଠିକ୍ ନୁହେଁ। ଏହାକୁ ନେଇ ଋଷିଆ ନିରାଶ କାରଣ ଏହି ଦେଶର ପ୍ରତ୍ୟେକ ନାଗରିକ ପ୍ରାୟତଃ ମଦ ପିଇବାରେ ରୁଚି ରଖନ୍ତି। ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ , ମଦ ପିଇବା ଉଚିତ ନୁହେଁ