fbpx

ରାଜ୍ୟରେ କମିବ ନାହିଁ ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି ।

ଭୁବନେଶ୍ୱର,୮ ।୧୧(ଓଡିଶା ଭାସ୍କର) ରାଜ୍ୟରେ କମିବ ନାହିଁ ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି ।ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତ୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥିଗିତ ନିର୍ଦ୍ଦେଶ ।

ମାଟ୍ରିକ ପରବର୍ତ୍ତୀ ବୃତ୍ତି ସଂପର୍କିତ ଫାଇଲ୍‌ର ବିଶଦ ଅନୁଧ୍ୟାନ ପାଇଁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

Get real time updates directly on you device, subscribe now.