fbpx

ଧବଳେଶ୍ୱର ପୀଠରେ ଜାଗର ଯାତ୍ରାକୁ ମନା

ଆଠଗଡ ,୪ ।୩(ଓଡିଶା ଭାସ୍କର): : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଠଗଡର ଧବଳେଶ୍ୱର ପୀଠରେ ଜାଗର ଯାତ୍ରାକୁ ମନା କରିଛି ପ୍ରଶାସନ । ଧବଳେଶ୍ୱର ପୀଠରେ ଆସନ୍ତା ୧୧ ତାରିଖରୁ ଲାଗୁ ହେବ ୧୪୪ ଧାରା । ୧୨ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ କଟକଣା । କେବଳ ପୂଜକଙ୍କ ଦ୍ୱାରା ହେବ ନୀତିକାନ୍ତି ।

Get real time updates directly on you device, subscribe now.