fbpx

ପୁରୀରେ ହେବନି ସାପ୍ତାହିକ ସଟଡାଉନ

ପୁରୀ,୩/୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ସପ୍ତାହରେ ୨ ଦିନ ସଟଡାଉନ କରୁଛନ୍ତି ସରକାର। କିନ୍ତୁ ଏଥିରୁ ବାଦ ପଡିଛି ପୁରୀ ସହର। ଏଥର ଶନିବାର ଓ ରବିବାରରେ ସଟଡାଉନ ହେବନି ପୁରୀ ଜିଲ୍ଲା। ଅନ୍‌ଲକ୍‌-୨ର ସଟ୍‌ଡାଉନ ତାଲିକାରୁ ବାଦ୍‌ ପଡ଼ିଛି ପୁରୀ। କାଲି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବଳବତ୍ତର ରହିବ ୧୪୪ ଧାରା। ନୀଳାଦ୍ରି ବିଜେକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି ପ୍ରଶାସନ।

Get real time updates directly on you device, subscribe now.