fbpx

ସମ୍ବଲପୁରରେ ଅଗଷ୍ଟ ୧୫ରେ ହେବନି ସଟଡ଼ାଉନ

ସମ୍ବଲପୁର, ୧୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଚାରିଆଡ଼େ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କିନ୍ତୁ ସମ୍ବଲପୁରରେ ଅଗଷ୍ଟ ୧୫ ତାରିଖରେ ସଟଡାଉନ ହେବ ନାହିଁ । ସେହିପରି ନୂଆ ଖାଇ ପାଇଁ ୨୨ ଓ ୨୩ ତାରିଖରେ ମଧ୍ୟ ସେଠାରେ ସଟଡାଉନ ହେବ ନାହିଁ ବୋଲି ସୂଚନା ମିଳିଛି । ଏହା ପ୍ରତିବଦଳରେ ଅଗଷ୍ଟ ୧୬ ଓ ୧୭ ତାରିଖରେ ସଟଡାଉନ କରାଯିବ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.