fbpx

ପହିଲାରୁ ଦେଶରେ ବଡ଼ ପରିବର୍ତ୍ତନ, ସିଧା ଜନତାଙ୍କ ପକେଟ୍ ଓ ଜୀବନ ଉପରେ ପକାଇବ ପ୍ରଭାବ

ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରୁ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ସିଧା ପ୍ରଭାବ ଜନତାଙ୍କ ପକେଟ ଓ ଜୀବନ ଉପରେ ପଡିଥାଏ । ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଠାରୁ ଗ୍ୟାସ ସିଲିଣ୍ଡର ବୁକିଂ ଆଦିରେ ପରିବର୍ତ୍ତନ ହେବ । ନଭେମ୍ବର ୧ରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଓ କାଢିବାକୁ ଚାର୍ଜ ଦେବାକୁ ପଡିବ । ବ୍ୟାଙ୍କ ଅଫ୍‌ ବରୋଦା ଏହା ଆରମ୍ଭ କରିଛି । ବ୍ୟାଙ୍କ ଅଫ୍‌ ବରୋଦା ଅନୁଯାୟୀ ନିର୍ଦ୍ଧାରିତ ଲିମିଟରୁ ଅଧିକ ବ୍ୟାଙ୍କିଙ୍ଗ ଉପରେ ଗ୍ରାହକଙ୍କୁ ଅଲଗା ଅଲଗା ଶୁଳ୍କ ଦେବାକୁ ପଡିବ । ତାଛଡା ଋଣ ଖାତା ପାଇଁ ଗ୍ରାହକଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.