fbpx

ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ ଏନଏସଏ

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ ଏନଏସଏ । ଏନଏସଏ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ୧୧୦ ଧାରାରେ ବୁକ୍ କରାଯାଇଛି ।

ତେବେ ଗ୍ୟାଙ୍ଗଷ୍ଟର ରାଜା ନାଁରେ ରହିଛି ସଙ୍ଗୀନ ଅଭିଯୋଗ । ଅପରାଧିକ କାର୍ଯ୍ୟ ସହ ଦାଦାବଟି ଭଳି ରହିଛି ଅଭିଯୋଗ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.