fbpx

୧୦ ଜିଲ୍ଲାରେ ୬୦୦ ସିଟ୍ ର ନର୍ସିଂହୋମ୍ କଲେଜ

Advertisement

ଭୁବନେଶ୍ୱର: ରାଜ୍ୟର ୧୦ ଟି ଜିଲ୍ଲାରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂହୋମ୍ କଲେଜ୍ ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ବଲାଙ୍ଗୀର, ଝାରସୁଗୁଡା, ପୁରୀ, ଅନୁଗୁଳ, ସୁନ୍ଦରଗଡ, କେନ୍ଦୁଝର ଓ ଯାଜପୁର ଜିଲ୍ଳାରେ ୧୦ଟି ନର୍ସିଂହୋମ୍ କଲେଜ ସ୍ଥାପନ ହେବା ନେଇ ସୂଚନା ଦିଆଯାଇଛି । ତେବେ ରାଜ୍ୟର ୧୦ ଟି ଜିଲ୍ଳାରେ ୬୦ ଶର୍ଯ୍ୟ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ । ଏହାଦ୍ୱାରା ୬୦୦ ନର୍ସିଂ ଛାତ୍ରୀ ଉପକୃତ ହେବେ ।

Get real time updates directly on you device, subscribe now.