fbpx

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଏନ ଭି ରମଣ

ନୂଆଦିଲ୍ଲୀ , ୨୪/୦୪: ସୁପ୍ରିମକୋର୍ଟର ୪୮ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ନୁଥାଲାପତି ଭେଙ୍କଟ ରମଣ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଅୟୋଜିତ ସମାରୋହରେ ଏନଭି ରମଣଙ୍କୁ ଶପଥ ପାଠ କରାଇଛନ୍ତି । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗଦେଇଥିଲେ ।

Get real time updates directly on you device, subscribe now.