fbpx

ଅଭିନେତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ୱର,୨୬ ।୧୨(ଓଡିଶା ଭାସ୍କର): ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ବିରୋଧରେ ପୁଣି ଠକେଇ ଅଭିଯୋଗ ହୋଇଛି । ଫିଲ୍ମରେ ଅଭିନୟ ଦେବାକୁ କହି ସେ ୮ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇ ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ପପୁନ ମହାରଣା ।

ପପୁନଙ୍କ କହିବା ମୁତାବକ, ‘ଚିନ୍ମୟୀଙ୍କ ସହ ଫେସବୁକରେ ପ୍ରଥମେ ମୋର ଚିହ୍ନା ହୋଇଥିଲା । ପରେ ସେ ମୋତେ ଫଟୋ ସୁଟ୍ କରିବାକୁ ଭୁବନେଶ୍ୱର ଡକାଇଥିଲେ । ସେଠାରେ ଫଟୋ ସୁଟ୍ କରାଇ ଫିଲ୍ମରେ ଅଭିନୟର ଦେବାକୁ କହି ମୋ ଠାରୁ ଟଙ୍କା ଠକିନେଲେ ।’

Get real time updates directly on you device, subscribe now.