fbpx

ସାଧାରଣ ଜନତାଙ୍କ ପାଇଁ ବଡ ଖବର ! ଗ୍ୟାସ୍ ଦର ଶସ୍ତା ପାଇଁ ନିଷ୍ପତ୍ତି ନେଇପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ,୨୬ ।୧୨:ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ପିଏନଜି ସଂଯୋଗ କରି ଆପଣ ବି ସବସିଡିର ଲାଭ ଉଠାଇପାରିବେ । ସୂତ୍ରରୁ ମିଳୁଥିବା ଖବର ମୁତାବକ, ସହରରେ ଥିବା ଗରୀବ ଗ୍ରାହକଙ୍କୁ ପିଏନଜି କନେକ୍ସନ ନେବାରେ ଆର୍ଥିକ ସାହାର୍ଯ୍ୟ କରିବାକୁ ଆଲୋଚନା ଚାଲିଛି । ଏହା ଉପରେ ପେଟ୍ରୋଲିୟମ୍ ମନ୍ତ୍ରାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି ।

ଏହି ସ୍କିମ୍ ମାଧ୍ୟମରେ, ପିଏନଜି କନେକ୍ସନ ଟଙ୍କାର ଏକ ଅଂଶ ସରକାର ବହନ କରିବେ । ଏହି ମଡେଲକୁ ରାଜ୍ୟରେ ସାମିଲ କରିବାକୁ ଯୋଜନା ଚାଲିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ମାଧ୍ୟମରେ ଏହି ଯୋଜନାଗୁ ଲାଗୁ କରିବାକୁ ଯୋଜନା ଚାଲିଛି । ଏନେଇ ଗୁଜୁରାଟ ମଡେଲ ଉପରେ ଅଧ୍ୟୟନ ଚାଲିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୪୦୦ ଜିଲ୍ଲାରେ କନେକ୍ସନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.