fbpx

ଓଡିଆ ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ରର ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୬ ।୯: ଓଡିଶା ସାଂସଦ ସୁଜିତ କୁମାରଙ୍କୁ ନୂଆ ଦାୟିତ୍ୱ ଦେଇଛି କେନ୍ଦ୍ର । ଏବେ ସୁଜିତଜ ହୋଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ । କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.