fbpx
BJD SKY
BJD SKY

ଓଡିଶା ଉପରେ ନାହିଁ ଅବପାତର ପ୍ରଭାବ

BJD

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । କିନ୍ତୁ ଓଡିଶା ଉପରେ ଅବପାତର ସିଧାସଳଖ ପ୍ରଭାବ ନାହିଁ । କାଲି ସକାଳ ସାଢେ ୮ଟା ଯାଏଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୯ଟି ଜିଲ୍ଲା ହେଉଛି- ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର । ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘୂର୍ଣ୍ଣିଂଝଡ ସହ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.