fbpx
BJD
BJD SKY
BJD SKY

ବିଧାନସଭା ସଟଡ଼ାଉନ

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ଗୋଟିଏ ଦିନ ପାଇଁ ବିଧାନସଭା ସଟଡ଼ାଉନ ରହିବା ନେଇ ଜଣାପଡ଼ିଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତା ସୋମବାର ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯିବ । ଏଥିସହିତ ଭିଡ଼ିଓ କନଫରେନ୍ସ ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Get real time updates directly on you device, subscribe now.