fbpx

ଆସନ୍ତାକାଲି ପାଳନ ହେବ ନାହିଁ ‘ଇଦ୍’ : ଆଜି ଚାନ୍ଦ ନ ଦେଖାଯିବାରୁ ୧୧ରେ ‘ଇଦ୍’ ପାଳନ କରିବାକୁ ନିଷ୍ପତି

ଓଡ଼ିଶା ଭାସ୍କର(କଟକ): ଆସନ୍ତାକାଲି ପାଳନ ହେବ ନାହିଁ ଇଦ୍ । ତେବେ ଆସନ୍ତା ୧୧ ତାରିଖ ଅର୍ଥାତ ଗୁରୁବାର ଦିନ ପାଳନ ହେବ ଇଦ୍ । ଏନେଇ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି। ଆଜି ଚାନ୍ଦ ନ ଦେଖାଯିବାରୁ ୧୧ରେ ‘ଇଦ୍’ ପାଳନ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସୂଚନା ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.