fbpx

ଗିରିଧର ଗମାଙ୍ଗ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୩୦ ।୪ (ଓଡ଼ିଶା ଭାସ୍କର) : କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ସେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ଗିରିଧର ଗମାଙ୍ଗ ଓଡ଼ିଶାରେ ୧୩ ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ପୂର୍ବରୁ ସେ କଂଗ୍ରେସ ଦଳରେ ଥିବା ବେଳେ ଏବେ ସେ ବିଜେପି ଦଳରେ ଯୋଗ ଦେଇଛନ୍ତି । ୧୯୭୨ ମସିହାରେ ପ୍ରଥମ ଥର ପାଇଁ କୋରାପୁଟରୁ ୫ମ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ।

 

Get real time updates directly on you device, subscribe now.