fbpx

ରାଜ୍ୟ ମହିଳା କମିସନର ୪ସଦସ୍ୟ ମନୋନୀତ

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ରାଜ୍ୟ ମହିଳା କମିସନର ୪ସଦସ୍ୟ ମନୋନୀତ ହୋଇଛନ୍ତି । ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣ୍ଣଲତା ସାମଲ ହୋଇଛନ୍ତି ମହିଳା କମିସନ ସଦସ୍ୟ । ସେହିପରି ଆରତି ସିଂହ ଓ କଲିନା ପ୍ରିୟଦର୍ଶିନୀ ବି ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି । ଏହି ମନୋନୟନ ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.