fbpx

ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର,୧୮/୫(ଓଡିଶା ଭାସ୍କର): ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜି ଏକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଣିକି ବାହାରୁ ଓଡ଼ିଆ ଶ୍ରମିକଙ୍କୁ ପଠାଉଥିବା ରାଜ୍ୟ ଯଦି ରେଳ ଭଡ଼ା ନଦିଏ, ତେବେ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ଦେବେ। ରେଳଭଡ଼ା ବାବଦ ଅର୍ଥ ପ୍ରବାସୀଙ୍କ କ୍ବାରେଣ୍ଟାଇନ ସହାୟତାରୁ ଭରଣା କରାଯିବ। ତେବେ ପୂର୍ବରୁ ୨ ହଜାର ଟଙ୍କାର କ୍ବାରେଣ୍ଟାଇନ ସହାୟତା ଦେବାକୁ ଘୋଷଣା ହୋଇଥିଲା ।

Get real time updates directly on you device, subscribe now.