fbpx

ସେପ୍ଟେମ୍ବର ମାସର ପ୍ରତ୍ୟେକ ଶନିବାର ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ, ୫ା୯(ଓଡ଼ିଶା ଭାସ୍କର): ସାରା ଦେଶରେ ଆତଙ୍କ ଖେଳେଇବାରେ ଲାଗିଛି ମହାମାରୀ କରୋନା । ଅନ୍ୟପଟେ ଅଗଷ୍ଟ ୩୧ପରଠାରୁ ଅନଲକ୍ ୪.୦ ଗାଇଡ଼ଳାଇନ ଲାଗୁ ହୋଇଛି । ଏହାରି ମଧ୍ୟରେ ଚଳିତ ମାସରେ ପ୍ରତ୍ୟେକ ଶନିବାର ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଓଡ଼ିଶା ହାଇକୋର୍ଟ , ଏହି ସମ୍ପର୍କିତ କାର୍ଯ୍ୟାଳୟ, ନିମ୍ନ ଅଦାଲତ ଓ ଅଫିସ ଗୁଡ଼ିକ ମଧ୍ୟ ବନ୍ଦ ରହି ବୋଲି ସୂଚନା ମିଳିଛି । ଏନେଇ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.