• Likes
  • Followers
  • Subscribers
  • Followers
  • Android App
  • Wednesday, September 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍; ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ, ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ୍ ବି ହ୍ୟାକ୍

ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍; ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ, ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ୍ ବି ହ୍ୟାକ୍

୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ଼ ହୋଇଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ ।

By Seema Mohapatra Last updated Jul 28, 2025 at 10:30 AM
Share

ଭୁବନେଶ୍ବର: ଉଚ୍ଚଶିକ୍ଷାରେ ହ୍ୟାକର ଆତଙ୍କ। ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର।

୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ଼ ହୋଇଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ। କିଏ ସେ ହ୍ୟାକର ଓ କେଉଁ ଉଦ୍ଦେଶ୍ୟରେ ଇନଷ୍ଟା ଆକାଉଣ୍ଟକୁ ହ୍ୟାକ୍ କରିଛି ଜଣା ପଡିନି।

ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ବି ହ୍ୟାକ୍ ହୋଇଛି। ଗତକାଲି ରାତିରେ ଏକଥା ଜଣା ପଡିଥିଲା। ରେଭେନ୍ସା ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ପ୍ଲାଟଫର୍ମ ଲିଙ୍କ ଆସୁଛି। ଡେକ୍ସଟପରେ ରେଭେନ୍ସା ୱେବସାଇଟ୍ ଖୋଲିଲେ ବିଶ୍ବବିଦ୍ୟାଳୟ ସମ୍ପର୍କରେ କିଛି ତଥ୍ୟ ଆସୁନି।

ଆହୁରି ପଢନ୍ତୁ

Asia Cup: ପ୍ରଥମ ମ୍ୟାଚରୁ ଟିମ୍ ଇଣ୍ଡିଆକୁ…

ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ,…

ମୋବାଇଲରେ ଖୋଲିଲେ BENTO4D ବେଟିଂ ଆପ୍ ଲିଙ୍କ ଆସୁଛି।

ତେବେ ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ  Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍‌ଆଇଆର୍ (FIR) ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Share

Prev Post

ଏହିସବୁ ଅଙ୍ଗକୁ ସୁସ୍ଥ ରଖିବା ପାଇଁ ଜରୁରୀ ଭିଟାମିନ୍ B12, ଦୂରହେବ ଦୈନନ୍ଦିନର ଅନେକ ସମସ୍ୟା

Next Post

ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା; ଦିଆଯିବ 4 କୋଟି

You might also like More from author
Asia Cup

Asia Cup: ପ୍ରଥମ ମ୍ୟାଚରୁ ଟିମ୍ ଇଣ୍ଡିଆକୁ ବଡ଼ ବିପଦ, ଭାରତକୁ ଏକା ହରାଇବାର ଦମ୍ ରଖନ୍ତି…

Breaking News

ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ, ଆଉ ଆସିବନି ଆକାଉଣ୍ଟଙ୍କୁ ଟଙ୍କା… ଅଛି କି ନାମ…

Breaking News

୨୨ ସେପ୍ଟେମ୍ବରରେ ହିଁ ଶସ୍ତା କରିବାକୁ ପଡ଼ିବ ଏହି ଜିନିଷ, କମ୍ପାନୀଗୁଡ଼ିକୁ କଡ଼ା ନିର୍ଦ୍ଦେଶ

Cricket

ଖେଳାଳିଙ୍କ କାମୁଡ଼ିଲା ମାଙ୍କଡ଼, ହାତରୁ ଝୁଣି ନେଲା ୧ କେଜି ମାଉଁସ

Breaking News

New Liquor Policy: ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରପ୍ଲାନ, ଏଣିକି ମଦ ହେବ ମହଙ୍ଗା ; ଜନଗହଳି ସ୍ଥାନରୁ…

Featured

ଚାକିରି ଛାଡ଼ିଲେ ପିଏଫ ଟଙ୍କାର ସୁଧ ମିଳିବ ନାହିଁ କି? ଜାଣନ୍ତୁ EPFOର ନିୟମ

Prev Next
Odisha Bhaskar

Recent Posts

Urine: ପରିସ୍ରାରେ ଫେଣ ଆସିବା ଏହି ସାଙ୍ଘାତିକ…

Asia Cup: ପ୍ରଥମ ମ୍ୟାଚରୁ ଟିମ୍ ଇଣ୍ଡିଆକୁ…

ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ,…

୨୨ ସେପ୍ଟେମ୍ବରରେ ହିଁ ଶସ୍ତା କରିବାକୁ ପଡ଼ିବ…

ମାଧୁରୀ, ଜୁହିଙ୍କୁ Kiss କରିବାକୁ ଡରୁଥିଲେ…

ଖେଳାଳିଙ୍କ କାମୁଡ଼ିଲା ମାଙ୍କଡ଼, ହାତରୁ ଝୁଣି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Asia Cup: ପ୍ରଥମ ମ୍ୟାଚରୁ ଟିମ୍ ଇଣ୍ଡିଆକୁ…

ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ,…

୨୨ ସେପ୍ଟେମ୍ବରରେ ହିଁ ଶସ୍ତା କରିବାକୁ ପଡ଼ିବ…

ଖେଳାଳିଙ୍କ କାମୁଡ଼ିଲା ମାଙ୍କଡ଼, ହାତରୁ ଝୁଣି…

Prev Next 1 of 29,037
© 2025 - TK Digital All Rights Reserved.