fbpx

ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି: ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି

ଓଡିଶା ଭାସ୍କର: ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି। ଦଳ ରାଜ୍ୟ ମହିଳା ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କ ନାମ ଘୋଷଣା କରିଛି । ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ଏଠାରେ କହି ରଖୁଛୁ ଯେ, ଜୟପୁର ବିଧାୟକ ତଥା କଂଗ୍ରେସ ଟାଣୁଆ ନେତା ତାରା ପ୍ରସାଦ ବାହିନୀପତିଙ୍କ ଧର୍ମପତ୍ନୀ ହେଉଛନ୍ତି ମିନାକ୍ଷୀ ବାହିନୀପତି।

Get real time updates directly on you device, subscribe now.