fbpx

ଭିଡ଼ିଓ କନଫରେନ୍ସିଂ ଜରିଆରେ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୧୧(ଓଡ଼ିଶା ଭାସ୍କର): ମେକ୍ ଇନ୍ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡ଼ିଓ କନଫରେନ୍ସିଂ ଜରିଆରେ ୫ଟି ପ୍ରକଳ୍ପର ଉଦଘାଟନ ଓ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ୧୧ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା କରାଯିବ । ସେହି ପ୍ରକଳ୍ପରେ ପାଖାପାଖି ୮,୯୩୯ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ସେଥି ପାଇଁ ୧୨,୧୪୨ ଜଣ ଯୁବକଯୁବତୀ ନିଯୁକ୍ତି ପାଇବେ ।

Get real time updates directly on you device, subscribe now.