fbpx

ନଦୀକୁ ଖସିଲା ପିକଅପ ଭ୍ୟାନ, ୭ମୃତ

ମହାରାଷ୍ଟ୍ର,୩୦ା୧୧: ମହାରାଷ୍ଟ୍ର ଧୁଲେରେ ନଦୀକୁ ଏକ ପିକଅପ ଭ୍ୟାନ ଖସିପଡ଼ିଛି । ଯେଉଁଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ଭ୍ୟାନଟି ନଦୀକୁ ଖସିପଡ଼ିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.