fbpx
BJD SKY
BJD SKY

ଓଡ଼ିଶା ପୋଲିସକୁ ଜାତୀୟ ପୁରସ୍କାର

BJD

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ପକ୍ଷରୁ ଓଡ଼ିଶା ପୋଲିସକୁ ପୁରସ୍କାର । ଫରେନସିକ୍ ସାଇନ୍ସ ବିଭାଗରେ ଓଡ଼ିଶାକୁ ଶ୍ରେଷ୍ଠ ପୁରସ୍କାର । ଓଡ଼ିଶାକୁ ପୁରସ୍କାର ସଂପର୍କରେ ସୂଚନା ଦେଲେ ପୋଲିସ ଡିଜି ଅଭୟ । ସୂଚନା ସହ ଏସଆରପି ଓ ଫରେନସିକ୍ ଲ୍ୟାବକୁ ଶୁଭେଚ୍ଛା ଜଣାଇଲେ ଡିଜିପି ।

ସେପଟେ ଆଜିଠାରୁ ୬୩ ତମ ବରିଷ୍ଠ ପୋଲିସ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଆଇନଶୃଙ୍ଖଳା, ଅପରାଧର ତଦନ୍ତ ଏବଂ ମାଓ ମୁକାବିଲା ରଣନୀତି ଉପାରେ ଆଲେଚନା କରାଯାଇଥିଲା । ମାଓ ପ୍ରଭାବିତ ଅଞ୍ଚଳରେ ମାଓ ଦମନ ଉପରେ କ’ଣ ରହିବ ଏସଓପି ସେନେଇ ଆଲୋଚନା କରାଯାଇଛି । ଡିଜିପି ଅଭୟ ଏଡି ମାମଲା ଉପରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.