fbpx

ଆଜିଠୁ ଓଇଆରସିରେ ଶୁଣାଣି ଆରମ୍ଭ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ଆଜିଠୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ୨୦୨୦-୨୧ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବଢ଼ିବ କି ନାହିଁ ସେନେଇ ଶୁଣାଣି ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଇଆରସିଙ୍କ ନିକଟରେ ପକ୍ଷ ରଖିଛି ଓଏଚପିସି । ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନିର ଆବେଦନ ଉପରେ ଶୁଣାଣି ହେବ । ଆସନ୍ତା ୧୪ତାରିଖ ଯାଏଁ ଏହି ଶୁଣାଣି ଚାଲିବ । ମୋଟ ୯ଟି କମ୍ପାନି ନିଜର ପକ୍ଷ ରଖିବେ ।

Get real time updates directly on you device, subscribe now.