fbpx

ଆଜିଠୁ ସିଲ୍ ହେବ ବେଆଇନ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ଆଜିଠୁ ଭୁବନେଶ୍ୱରରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହେବ । ବିଏମସି ଓ ବିଡ଼ିଏର ମିଳିତ ସ୍କ୍ୱାଡ଼୍ କଲ୍ୟାଣ ମଣ୍ଡପ ସିଲ୍ କରିବ ବୋଲି ସୂଚନା ମିଳିଛି । ଯେଉଁ କଲ୍ୟାଣ ମଣ୍ଡପ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରିଥିବେ ସେଗୁଡ଼ିକ ସିଲ୍ କରାଯିବ । ପ୍ଲାନ ଅନୁମୋଦନ, ଟ୍ରେଡ଼ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ ନଥିବା ମଣ୍ଡପ ସିଲ କରାଯିବ । ପୂର୍ବରୁ ୯୪ଟି କଲ୍ୟାଣ ମଣ୍ଡପକୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ୭ତାରିଖ ଯାଏଁ ମଣ୍ଡପ ସିଲ ପ୍ରକ୍ରିୟା ଚାଲିବ । ଜାନୁଆରୀ ୩୧ପର୍ଯ୍ୟନ୍ତ ଡ଼େଡ଼ଲାଇନ ଥିଲା ।

Get real time updates directly on you device, subscribe now.