fbpx

ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି, ୫୦ ନୁହେଁ ଆସିବେ ୩୦ ପ୍ରତିଶତ

ଭୁବନେଶ୍ୱର,୨୦/୪(ଓଡିଶା ଭାସ୍କର): ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି। ୫୦ ନୁହେଁ ୩୦ ପ୍ରତିଶତ ଅଫିସ ଆସିବେ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଲକ ଡାଉନ ସମୟରେ ସଚିବାଳୟ କର୍ମଚାରୀଙ୍କ ପାଇଁ ଜାରି କରାଯାଇଥିବା ନିୟମରେ ପରିବର୍ତନ କରାଯାଇ ଗତ ୧୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସଂସୋଧିକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ସଂଶୋଧିତ ବିଜ୍ଞପ୍ତି ୨୦ ତାରିଖରୁ ଲାଗୁ ହୋଇଥିଲା । ହେଲେ ଆଜି ପୁଣି ଏଥିରେ ସଂଶୋଧନ କରାଯାଇଛି । ସଚିବାଳୟକୁ କର୍ମଚାରୀଙ୍କ ଆସିବା ନେଇ ନିୟମରେ ପରିବର୍ତନ କରାଯାଇଛି ।

Get real time updates directly on you device, subscribe now.