fbpx

ଭିଜିଲାନ୍ସ ଜାଲରେ ପୁରୀର କୋଟିପତି ଅଫିସର

ପୁରୀ, ୨୮ା୧(ଓଡ଼ିଶା ଭାସ୍କର): ଆଜି ଭିଜିଲାନ୍ସ ଜାଲରେ ପୁରୀର ଜଣେ କୋଟିପତି ସରକାରୀ ଅଧିକାରୀ ପଡ଼ିଛନ୍ତି । SAAGCSର ଉପ ସହକାରୀ ଏଜି ରାମକୃଷ୍ଣ କରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ଟିମ ଚଢ଼ାଉ କରିଛି । ତାଙ୍କର ପୁରୀ ଅଫିସ, ନୟାଗଡ଼ ଘର ସମେତ ଖୋର୍ଦ୍ଧା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ଭୁବନେଶ୍ୱର ମୁକୁନ୍ଦ ପ୍ରସାଦରେ ରାମକୃଷ୍ଣଙ୍କ କୋଠାରେ ମଧ୍ୟ ଚଢ଼ାଉ ହୋଇଥିବା ମଧ୍ୟ ସୂଚନା ରହିଛି ।

Get real time updates directly on you device, subscribe now.