fbpx

ହାଇକୋର୍ଟରେ OIPL ଆବେଦନ ଖାରଜ

କଟକ,୨୦ ।୧୧(ଓଡିଶା ଭାସ୍କର): ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ OIPLର ଆବେଦନ ଖାରଜ ହୋଇଛି । ଓଡିଶା ଇନଫ୍ରାଟେକ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ସାରୁଆ ଜମି ମାମଲାରେ ଇଡି ତଦନ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମ୍ପାନୀ । ପୂର୍ବରୁ କୌଣସି ଅନ୍ତରୀଣ ନିର୍ଦ୍ଦେଶ କାମ କରିବା ନାହିଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଜାଗୀ ଓ ବୈଜୟନ୍ତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ କୋର୍ଟ । ଆବେଦନ ଖାରଜ ପରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷା ହଟିଛି । ତେବେ OIPLର ପ୍ରମୁଖ ଅଂଶୀଦାର ହେଉଛନ୍ତି ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ।

Get real time updates directly on you device, subscribe now.