fbpx

ଘୁଂଚିଲା ଓଜେଇଇ ଆବେଦନ ତାରିଖ

ଭୁବନେଶ୍ୱର, ୧୫/୬ (ଓଡିଶା ଭାସ୍କର): ବିଟେକ୍ ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର OJEEର ଆବେଦନ ତାରିଖ ବଢ଼ିଲା । ୩୦ ଜୁନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିସହିତ ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଫି ଦାଖଲ କରିହେବ । ଜୁନ୍ ୩୦ ତାରିଖ ପରେ ପ୍ରକାଶ ପାଇବ ପରୀକ୍ଷା ତାରିଖ । ଏନେଇ OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.