fbpx

ମେ ପ୍ରଥମ ସପ୍ତାହରେ ହେବ OJEE

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ମେ ପ୍ରଥମ ସପ୍ତାହରେ OJEE ପରୀକ୍ଷା ହେବ । ଚଳିତବର୍ଷ OJEEର ସମସ୍ତ ପରୀକ୍ଷା ସିବିଟିରେ ହେବ । ଉଭୟ ୟୁଜି ଓ ପିଜି ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା କରାଯିବା ନେଇ ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।

Get real time updates directly on you device, subscribe now.