fbpx

ବିକଶିତ ହେବ ପୁରୁଣା ନିର୍ମାଣସୌଧ

ଭୁବନେଶ୍ୱର: ବିକଶିତ ହେବ ପୁରାତନ ନିର୍ମାଣସୌଧ ସର୍ଦ୍ଦାର ପଟେଲ ହଲ୍ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି । ସ୍ଥାନିତ ହେବ ୧୯୩୬-୪୬ ଯାଏ ବିଧାୟକଙ୍କ ତୈଳଚିତ୍ର । ତତ୍କାଳୀନ ବିହାର-ଓଡ଼ିଶା ବିଧାନସଭାର ବିବରଣୀ ସଂଗ୍ରହ ପାଇଁ ନିର୍ଦ୍ଦେଶ । ବିଧାନସଭା ପାଖ ରାସ୍ତାରେ ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । ବିଧାନସଭାର ୩ ପ୍ରବେଶ ଦ୍ୱାରର ହେବ ଆଧୁନିକୀକରଣ । ଗୃହ ଭିତରେ ୪ଟି ଏଲଇଡି ଭିଡିଓ ୱାଲ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ୨୦୨୨ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ।

Get real time updates directly on you device, subscribe now.