fbpx

ଖାଇବା ଅପେକ୍ଷା କରିପାରେ ହେଲେ SEX ନୁହେଁ: ଦେଖନ୍ତୁ ସାମନ୍ଥାଙ୍କ Viral Video

ନୂଆଦିଲ୍ଲୀ: ଡିଭୋର୍ସ ପରେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ୍ ପ୍ରଭୁ ବେଶ ଚର୍ଚ୍ଚାରେ । ସାମନ୍ଥା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରର ବୟାନ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେକ୍ସ ନା ଖାଦ୍ୟ କେଉଁଟା ଗୁରୁତ୍ୱପୂର୍ଣ୍ଣ । ଏହାର ଜବାବରେ ସାମନ୍ଥା କହିଥିଲେ, ସେକ୍ସ ପାଇଁ ସେ ସର୍ବଦା ଭୋକିଲା । ୨୦୧୭ରେ ସାମନ୍ଥା ସାକ୍ଷାତକାରରେ ଏହି ବୟାନ ଦେଇଥିଲେ । ତେବେ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ଏହି ବୟାନ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

୨୦୧୭ ମସିହାରେ ଏକ ମହିଳା ମାଗାଜିନକୁ ସାକ୍ଷାତକାର ଦେଉଥିଲେ ସାମନ୍ଥା । ଏହି ସମୟରେ ଆଙ୍କର ସାମନ୍ଥାଙ୍କୁ ର୍ୟାପିଡ ଫାୟାର ରାଉଣ୍ଡରେ ଏହି ପ୍ରଶ୍ନ ପଚାରନ୍ତି । ସାମାନ୍ୟ ଥଙ୍ଗେଇବା ପରେ ସେକ୍ସକୁ ଖାଇବା ଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହନ୍ତି ସାମନ୍ଥା । ନିକଟରେ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସାମନ୍ଥା ପୁଷ୍ପାରେ ଏକ ଆଇଟମ ସଙ୍ଗରେ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.