fbpx

ସମ୍ବଲପୁରୀ ଗୀତରେ ବୁଢୀ ମାଉସୀଙ୍କ ଜମାଣିଆ ନାଚ: ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ବୟସ କେବଳ ଏକ ସଂଖ୍ୟା । ଏମିତି ଏକ ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ଜଣେ ବୁଢୀ ମାଉସୀ । ବୁଢୀ ମାଉସୀ ଜଣଙ୍କ ଏକ ସମ୍ବଲପୁରୀ ଗୀତରେ ବେଶ ଜମାଣିଆ ଡ୍ୟାନ୍ସ କରିଛନ୍ତି । ସମ୍ବଲପୁରୀ ଗୀତ ବୁଢା ବୁଢୀ ଖେଲଲେ ବାଟି ଗୀତରେ ବୁଢୀ ମାଉସୀ ନାଚିଥିଲେ ।

ବୁଢୀ ମାଉସୀ ଜଣଙ୍କ ଏକା ଏକା ନାଚିଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି । ଏହି ସମ୍ବଲପୁରୀ ଗୀତରେ ବୁଢୀ ମାଉସୀଙ୍କ ମଜାଦାର ଡ୍ୟାନ୍ସ ଦେଖନ୍ତୁ । ଭିଡିଓ…

Get real time updates directly on you device, subscribe now.