fbpx

ଆପଣଙ୍କ ପାଇଁ ପୁରୁଣା ତକିଆ ହୋଇପାରେ ବିପଜ୍ଜନକ, ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି

ବିନା ତକିଆରେ ଶୋଇବା ସମସ୍ତଙ୍କ ପାଇଁ କଷ୍ଟଦାୟକ । ତକିଆ ଯେତେ ନରମ ହୁଏ, ଶୋଇବାରେ ସେତେ ଶାନ୍ତି ଲାଗେ । କିନ୍ତୁ ତକିଆର ସଠିକ୍ ଭାବେ ରକ୍ଷଣାବେକ୍ଷଣା ନକଲେ ଆମକୁ ରୋଗ ବି ହୋଇପାରେ । ତକିଆ ପ୍ରତି ଉଚିତ ଧ୍ୟାନ ନଦେଲେ ସଂକ୍ରମଣ, ଯନ୍ତ୍ରଣା ଓ ନିଦ ନଆସିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ତକିଆର କିପରି ଯତ୍ନ ରଖିବା..

୧-ଯଦି ପୁରୁଣା ତକିଆ ବ୍ୟବହାର କରୁଛନ୍ତି, ତେବେ ପ୍ରଥମେ ଯାଞ୍ଚ କରନ୍ତୁ ଯେ ସେଥିରେ କେତେ ମଇଳା ଅଛି । ଏହା ସହ ଆପଣଙ୍କୁ ଶୋଇବାରେ କୌଣସି ଅସୁବିଧା ହେଉନାହିଁ ତ ।

୨-ପଲିଷ୍ଟର ସବୁଠାରୁ ଲୋକପ୍ରିୟ ହେବା ସହ ଶସ୍ତା । ଏଥିରେ କ୍ଲଷ୍ଟର ଥିବାରୁ ଆପଣ ଏହାକୁ ୱାଶିଂ ମେସିନରେ ଧୋଇପାରିବେ । ଆପଣ ଏହାକୁ ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

୩-ଲେଟେକ୍ସ ତକିଆ ବହୁ ଆରାମଦାୟକ ହୋଇଥାଏ । ଏହାକୁ ଆପଣ ୧୦-୧୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.