fbpx

ବଜ୍ରାଘାତରେ ଜଣେ ମୃତ, ୩ଆହତ

ସୁନ୍ଦରଗଡ଼, ୨୫ା୮(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ବନଦୁର୍ଗା ମନ୍ଦିର ସେମିନା ରାସ୍ତାରେ ଏକ ଅଘଟଣ ଘଟିଛି । ସେଠାରେ ରାସ୍ତାରେ ଠିଆ ହୋଇଥିବା ବେଳେ ଅଚାନକ ବଜ୍ରଘାତ ହୋଇଥିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଆହତକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.