fbpx

ଟ୍ରାକ୍ଟରକୁ ଏକ ଲକ୍ଷ ଟଙ୍କା ଫାଇନ୍

ଟିକିରି, ୫ା୪ (ଓଡିଶା ଭାସ୍କର): ରାୟଗଡ଼ା ଜିଲ୍ଲାରେ ଏକ ଟ୍ରାକ୍ଟରକୁ ଏକଲକ୍ଷ ଟଙ୍କାର ଫାଇନ୍ କରାଯାଇଛି । ଗାଡ଼ିର କାଗଜପତ୍ର ଠିକ ନ ଥିବାରୁ ଟ୍ରାକ୍ଟରକୁ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା କରିଛନ୍ତି ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗର ଏମଭିଆଇ । ସୂଚନାଯୋଗ୍ୟ ଯେ, ଗତକାଲି ଟିକିରି ଅଞ୍ଚଳରେ ଟିକିରି ଥାନା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିମୋଟର କାଗଜପତ୍ର ଯାଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.