fbpx

କରୋନା କବଳରେ ରାଜ୍ୟର ଜଣେ ବିଧାୟକ

ବାଲେଶ୍ୱର, ୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା କବଳରୁ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ନେତା କେହି ବି ବାଦ ପଡ଼ୁ ନାହାନ୍ତି । ଆଜି ରାଜ୍ୟରେ ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । କରୋନା ପଜିଟିଭ ନେଇ ସୂଚନା ଦେଇଛନ୍ତି ସିଡ଼ିଏମଓ । ସମ୍ପୃକ୍ତ ବିଧାୟକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.