fbpx

ପର୍ଯ୍ୟାୟ କ୍ରମେ ଲାଗୁ ହେବ ୱାନ ନେସନ ୱାନ ରାସନ

ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): ଜୁନ ୧ରୁ ଦେଶରେ ୱାନ ନେସନ ୱାନ ରାସନ ଲାଗୁ ହେବ । ଏହି ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭୁବନେଶ୍ୱରରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା । ରାଜ୍ୟର ସହରାଞ୍ଚଳରେ ପ୍ରଥମେ ଲାଗୁ ହେବ ୱାନ ନେସନ ୱାନ ରାସନ । ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ରଣେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.