fbpx

ଜଣେ ଆତଙ୍କବାଦୀ ସଫା

ଜାମ୍ମୁକାଶ୍ମୀର, ୧୭ା୮: ଜାମ୍ମୁକାଶ୍ମୀର ସ୍ଥିତ ବାରମୁଲ୍ଲାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଏବେ ବି ଜାରି ରହିଛି । ଯାହାଫଳରେ ଜଣେ ଆତଙ୍କବାଦୀ ନିପାତ ହେବା ସହ ଏକେ -୪୭ ରାଇଫଲ ଜବତ ହୋଇଛି । ଉଲ୍ଳେଖଯୋଗ୍ୟ ଯେ ଆଜି ସକାଳେ ସିଆରପିଏଫ ଟିମ୍ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.