fbpx

କେଶ ଝଡ଼ୁଥିଲେ ଆପଣାନ୍ତୁ ପିଆଜ

ଆଜିକାଲି କେଶ ଝଡ଼ିବାକୁ ନେଇ ସମସ୍ତେ ଚିନ୍ତିତ। ଅନେକ ଲୋକ ବିଭିନ୍ନ ପ୍ରକାର ଔଷଧ ସହ , ବହୁତ ଉପାୟ ଆପଣେଇଥାନ୍ତି , ହେଲେ ଏଥିରୁ ମୁକ୍ତି ପାଇ ପାରନ୍ତି ନାହିଁ । କିନ୍ତୁ ଏହି ସମସ୍ୟାକୁ ମାତ୍‌ ଦେବାକୁ ଘରୋଇ ଉପଚାର ମହତପୂର୍ଣ୍ଣ ବୋଲି ଜଣାଯାଉଛି । ଏଥିରେ ପିଆଜ ରସ ହିଁ ବହୁତ ଉପକାରୀ । କେଶକୁ ରଙ୍ଗ କରିବା ପାଇଁ କେମିକାଲ ନୁହେଁ , ଏହି ଫୁଲକୁ ବ୍ୟବହାର କରନ୍ତୁ

ପିଆଜର ରସରେ ମୁଖ୍ୟ ତତ୍ତ୍ୱ ସଲଫର ଅଛି । ଯାହା କେଶର ବିକାଶ ପାଇଁ ସାହାଯ୍ୟ କରିଥାଏ । ପିଆଜ ରସ କେଶକୁ ବୟସାଧିକ ପୂର୍ବରୁ ପାଚିବା ଆଗରୁ ରକ୍ଷା କରେ । କେଶ ପାଇଁ ସତେଜ ପିଆଜ ରସ ବ୍ୟବହାର କରିବା ସବୁଠୁ ଭଲ ଅଟେ।

Get real time updates directly on you device, subscribe now.