fbpx

ଜୁନ୍ ୧ରୁ କଲେଜ ଅନଲାଇନ କ୍ଲାସ

AAKASH

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆସନ୍ତା ଜୁନ୍ ୧ ଠାରୁ ଅନଲାଇନ କ୍ଲାସ ହେବାନେଇ ଶନିବାର ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତିରେ କହିଛି ।

ବିଭାଗ ଆହୁରି କହିଛି ପିଲାମାନେ କ୍ଲାସକୁ ଆସିବେ ନାହିଁ କେବଳ ଅନଲାଇନରେ କ୍ଲାସ ହେବ । ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନିଷ୍ପତ୍ତିପରେ ଶୀଘ୍ର ଜଣାଯିବ ବୋଲି କୁହାଯାଇଛି।

Get real time updates directly on you device, subscribe now.